Duration 1:43

ସମୁଦ୍ର ଆଁରୁ ବର୍ତ୍ତିଗଲା ହରିଣ | City Plus

35 899 watched
0
459
Published 12 Jan 2022

ସମୁଦ୍ର ଆଁରୁ ବର୍ତ୍ତିଗଲା ହରିଣ। ଜୁଆର ଛାଡିଗଲା ପରେ ପାଣି ପିଇବା ପାଇଁ ଚାଲି ଆସିଥିଲା। ହେଲେ ପୁଣି ମାଡି ଆସିଲା ଜୁଆର ପାଣି। ଦେଖନ୍ତୁ କିପରି ପାଣି ଭିତରେ ନିଜକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ହରିଣ। କୋଣାର୍କ ପୁରୀ ବେଳାମାର୍ଗସ୍ଥିତ ରାମଚଣ୍ଡୀ ଠାରେ କୁଶଭଦ୍ରା ନଦୀ ମୁହାଣରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। । Subscribe to CityPlus Odisha for more offbeat news and digest from around Odisha: /channel/UC85orSRNRJjruskGKA6HceA/ Like and Follow us on Facebook: https://www.facebook.com/CityPlusOdisha/ Subscribe to our Youtube Channel: /channel/UC85orSRNRJjruskGKA6HceA/ #CityPlus #OdishaLatestNews #CityPlusOdisha #Puri #Deer

Category

Show more

Comments - 19